• If you are trying to reset your account password then don't forget to check spam folder in your mailbox. Also Mark it as "not spam" or you won't be able to click on the link.

Fantasy ମୁଁ , ମୋ ଘର ଆଉ ଆମ ଗାଁ

Rambo_004

I'm yours , forever
687
2,825
124
ଭାଇ ମାନେ ଆଜି କାହିଁ ମୋ browser tab ରେ ଫଟୋ ଅପ୍ଲୋଡ କରିବା option ଦେଖୋଉ ନାହିଁ।


କେହି ଏହି ସମ୍ବନ୍ଧ ରେ ସାହାର୍ଯ୍ୟ କରିପାରିବ କି ???
 
  • Like
Reactions: pkd0507 and Mink

Rambo_004

I'm yours , forever
687
2,825
124
ଭାଗ -୫(ଖ)


ଅଜୁ ଆଉ ବିଜୁ ଦୁଇଜଣ ଏକ ସାଙ୍ଗରେ - ଆଃ ଆଃ ସୁକ୍କୁଟି ମୋ ପାଣିକୁ ଏବେ ସମ୍ଭାଳେ।

ଏତିକି କହି ଦୁଇ ଜଣଙ୍କର ବୀର୍ଯ ବାହାରି ଗଲା ଆଉ ଦୁଇ ଜଣ ସୁକୁତି ଉପରେ ଲଦି ହେଇ ଶୋଇ ପଡିଲେ ।


ବିଚାରି ସୁକୁଟି ଦୁଇ ଦୁଇ ଟା ମର୍ଦ ତଳେ ଚାପି ହେଇ ଅଣ ନିଃଶ୍ୱାସି ହେଇ ପଡ଼ିଲା ଆଉ ଡହଳ ବିକଳ ହେଇ ଚିଲେଇ ବାରେ ଲାଗିଲା ।

ବିଜୁ ଭାଇ ଅଜୁ ଭାଇ ମୋ ଉପରୁ ଉଥ ନହେଲେ ମୁ ମରିଯିବି ।

ସୁକୁଟିର ଚିତ୍କାର ଶୁଣି ଦୁଇଜଣ ସଙ୍ଗେ ସଙ୍ଗେ ଉଥି ପଡିଲେ ।


ସେଦିନ ରାତି ସାରା ସୁକୁଟିର ବିଆ ଆଉ ମୁଁହ ରେ ଅଜୁ ଆଉ ବିଜୁ ତାଙ୍କ ବାଣ୍ଡ ପୁରେଇ ଗେହିଁବାକୁ ଲାଗିଲେ ।
(m=ldpwiqacxtE_Ai)(mh=YEeATZIm-Hjm1EL5)17463091b.gif



ତିନିଜଣ ଯାକ ରାତି ସାରା ଆଉ ସୋଇନଥିଲେ ।

ତାପର ଦିନ ତିନିଜଣ ସେମିତି ବିଲ ଭିତରେ ଖରା ପଡ଼ିବା ଯାଏଁ ଶୋଇ ରହିଥିଲେ ।
 
Last edited:
  • Like
Reactions: pkd0507 and Mink

horny j

New Member
56
128
48
Updates au tk bada hele au tk description re lekhile vla lagiba
 
  • Like
Reactions: Rambo_004

Mink

Avid reader
567
1,298
124
ମସ୍ତ୍ ପୁରା
 
  • Like
Reactions: Rambo_004

Rambo_004

I'm yours , forever
687
2,825
124
ଭାଗ ୬


ଭାଇ ମାନେ ଏବେ story ମୁନା ମୁହଁରୁ



ମୋର ସେତେବେଳେ ୨ୟ ଶ୍ରେଣୀରେ ପାଠ ପଢା ଚାଲୁ ଥାଏ ।

ଆଉ ମୋ ସହ ଥିଲେ ସଂଯୁକ୍ତା ଆଉ ରୋଜାଲିନ ।
କେଶବ ଯଦିଓ ମୋ ଠାରୁ ବଡ଼ ଥିଲା ବୟସରେ ହେଲେ ଡେରିରେ ନା ଲେଖେଇବାରୁ ଏବେ ପ୍ରଥମ ଶ୍ରେଣୀ ରେ ପଢୁଛି ।


ଆମେ ୪ଜଣ ସାଙ୍ଗ ହେଇ ସ୍କୁଲ ଯାଉ।


ମୁଁ ଆଉ ସଂଯୁକ୍ତା କୁ ମୁ ମାନ ନାନୀ ବୋଲି ଡାକେ । ଚାଟଶାଳୀ ରୁ ସିଧା ୨ୟ ଶ୍ରେଣୀ ରେ ନାମ ଲେଖେଇ ଥିଲୁ ।



ମତେ ବହୁତ୍ ମଜା ଲାଗୁଥିଲା ନୂଆ ନୂଆ ସ୍କୁଲ ଯିବା ପାଇଁ । ଆଉ ଠିକ୍ ସେତିକି ବେଳେ ସୁକୁଟା ଭାଇ( କେଶବ) କାନ୍ଦି କାନ୍ଦି ସ୍କୁଲ ଯାଉଥିଲା।


ମୁଁ - ଆରେ ଶୁକୁଟା ଭାଇ ତୁ କାନ୍ଦୁଛୁ କଣ ପାଇଁ ।


କେଶବ - ମତେ ସ୍କୁଲ ଯିବାକୁ ଜମାରୁ ଇଚ୍ଛା ହେଉନି ।


ମୁଁ - ସ୍କୁଲ ନା ଯାଇ ତୁ ଘରେ କଣ କରିବୁ କି ?


କେଶବ - ବାଟି ଖେଳିବି । ବିଲାରୁ କଙ୍କଡା ଧରିବା କୁ ବହୁତ୍ ଇଚ୍ଛା ହଉଚି ।

ସ୍କୁଲ ରେ ଗଲେ ଖାଲି ପାଠ ପଢ଼ିବାକୁ କହିବେ ।


ମୁଁ - ଚାଲ ସ୍କୁଲ ଚାଲ ସ୍କୁଲ ଯାଇ ପାଠ ପଢି ବଡ଼ ମଣିଷ ହେବା ।


କେଶବ - କାଇଁ ମୋ ବାପା ତା ଜମାରୁ ସ୍କୁଲ ମାଟି ମାଡ଼ି ନାହାନ୍ତି ସେ ପୁଣି ଏତେ ବଡ଼ ହେଲେ କେମିତି ।



ସଂଯୁକ୍ତା- ଚାଲ ଶୁକୁଟା ଆମ ସାଙ୍ଗରେ ସ୍କୁଲ ଚାଲ ଦେଖିବୁ କେତେ ଭଲ ଲାଗିବ।

ସେଥି ବହୁତ୍ ସାଙ୍ଗ ମିଳିବେ ଖେଳିବା ପାଇଁ ।


ଆଉ ଶୁକୁଟା ମାନ ନାନୀ କଥା ମାନି ଆମ ସାଙ୍ଗରେ ସ୍କୁଲ ଯିବାରେ ମନ ବଳେଇଲା।


ସ୍କୁଲ ରେ ଆମେ ପହଞ୍ଚିଚୁ କି ନାହିଁ ପ୍ରାର୍ଥନା ଘାଣ୍ଟି ବାଜିଲା ଆଉ ଆମେ ସମସ୍ତେ ଗୋଟେ ସମନ୍ତର ଭାବେ ଠିଆ ହେଇ ଗଲୁ ଆଉ ପ୍ରାର୍ଥନା ଗାନ କର ଗଲା ।






ଠିକ୍ ସେତିକି ବେଳେ ଆମ ଗାଁ ରେ କୁଜି ନେତା ଶିବ ରାଉତ ତା ଚେଲ ଚାମୁଣ୍ଡା ସହ ପହଞ୍ଚି ଆମ ବିନୟ ସାରଙ୍କ କଲର ଧରି ଘୋଷାଡି ଘୋଷାଡି ଆମ ପ୍ରାର୍ଥନା ସଭା ମଝିକୁ ନେଇ ଆସି ପିଟିବାକୁ ଲାଗିଲା ।



ଶିବ ରାଉତ - ଶଳା ମାଷ୍ଟର ତୋର ସାହସ କେମିତି ହେଲା ମୋ ପୁଅ ଦେହ ରେ ହାତ ଦେବାକୁ । ତୋ ଚୋଉଦ ପୁରୁଷ ବୁନିଆଦି ରେ କିଏ ପଢେଇଥିଲା ନା ତୁ ଏକା ପଢ଼ୋଉଛୁ ବା । ଶଳା ମୋ ପୁଅ ପଢ଼ିଲେ ପଢ଼ିବ ନହେଲେ ନାହିଁ ତା ଇଚ୍ଛା ତୁ କିଏ ବେ ତାକୁ ବାଦେଇବାକୁ ।

ଧିଶୁମ୍ ଧିସୁମ୍ ଧାଏ ଢାଏ

ବିନୟ ସାର୍ - ଦେଖନ୍ତୁ ମୁ ତାକୁ ପାଠ ପଢ଼ାକୁ ନେଇ ବଡେଇନି।

ଢ଼ାଏ

ସେ ସ୍କୁଲ ପଛରେ ବସି ସିଗାରେଟ ଟାଣୁଥିବା ରୁ ତାକୁ ମୁଁ ବୁଝେଇଲି କି ସିଗାରେଟ୍ ଜମାରୁ ଭଲ ନୁହେଁ ତାକୁ ପିନା।

ଧଡ଼ାମ

ଶିବ ରାଉତ - ଶଳା ସେ ମୋ ପୁଅ ସେ ସିଗାରେଟ୍ ପିଇ ଲା କି ମଦ ପିଇଲା ତୋର କଣ ଗଲା । ଶଳା ତୁ ପଢେଇବା ଲୋକ ତାକୁ କଣ ପାଇଁ ବାଡେଇଲୁ।


ଚତାକ୍ ଚଟକ

ବିନୟ ସାର୍ - ଦେଖନ୍ତୁ ତାକୁ ମନା କରିବାରୁ ସେ ମୋ ମୁହଁକୁ ସିଗାରେଟ୍ ପିଇ କରି ଧୂଆଁ ଛାଡ଼ିଲା । ଯୌତ କି ପୁରା ଅଭଦ୍ରାମି । ସେଥି ପାଇଁ ତାକୁ ଖାଲି ଦଳି ଦେଇଥିଲି। ହେଲେ ଆଦୋଉଁ ବାଡେଇ ନାହିଁ ।


ଦ୍ଧାଏ ଧିଶୁମ


ପ୍ରତି କଥାରେ ଶିବ ରାଉତ ବିନୟ ସାରଙ୍କୁ ବାଡାଉଥିଲା।


ଶିବ ରାଉତ - ଶଳା ଆଉ ଥରେ କେବେ ମୋ ପୁଅ କୁ ବାଦେଇଛୁ କି ଦାଲକିଛୁ ତାହେଲେ ମତେ ଚିହ୍ନିବୁ । ମୁଁ ଏ ଗାଁ ର ପୂର୍ବତନ ସରପଂଚ।

ମାନେ ରଖିଥା।


ଠିକ୍ ଏତିକି ବେଳେ କୁ ଆଦି ଗୋଟେ ପଥର ଆସି ଶିବ ରାଉତ ମୁଣ୍ଡରେ ବାଜିଲା ।


ଆଃ ଆଃ ମା ମାରିଦେଲା ବେ। କୋଉ ଶଳା ମୋ ମୁଣ୍ଡକୁ ଢେଲା ମାରିଲା ବେ।

ମା ଗୀହା ଆଗକୁ ଆସେ ।


ଆଉ ଠିକ୍ ସେତିକି ବେଳେ ମୁ ଆଗକୁ ଚାଲି ଚାଲି ଆସିବାକୁ ଲାଗିଲି ।


କିନ୍ତୁ ମତେ କେହି ଜଣେ ଟାଣି ଧରି ଅଟକେଇ ଦେଲା ।


ମୁଁ ଯେତେବେଳେ ତା ଆଡକୁ ଅନେଇଲି ସେ ଆଉ କେହି ନୁହେଁ ଆମ ସୋନାଲି ଦିଦି ଥିଲେ ।


ସୋନାଲି ଦିଦି - ଚୁପ୍ ଚାପ୍ ଠିଆ ହେଇ ରହ ।


ମୁଁ - କିନ୍ତୁ ଦିଦି ସେ ଆମ ସାରଙ୍କୁ ବଡାଉଛନ୍ତି ଆଉ ମୁଁ ଏମିତି ଚୁପ୍ ହେଇ ଦେଖି ପାରିବି ନାହିଁ ।


ସୋନାଲି ଦିଦି - ଚୁପ୍ ପୁରା ପୁରି ଚୁପ୍ । ତୁ ଏବେ ଛୋଟ ପିଲା ଟିଏ । ଏବେ ତୁ କଣ ତା ସଙ୍ଗେ ଲଢି ପାରିବୁ। ଖାଲି ବାହାଦୂରୀ ଦେଖେଇ ଆଗକୁ ପଳେଇଗଲେ ତତେ ସେମାନେ ....

ମୁଁ - କିନ୍ତୁ ଦିଦି ...

ସୋନାଲି ଦିଦି - ଏଇଠି ସୁନା ପିଲା ପରି ଠିଆ ହେଇ ରହ କିଛି କାହାଣୀ କାହାକୁ। ଆଉ ତମେ ସବୁ ଚୁପ୍ ରହିବ ।

ଦିଦି ମୋ ପାଖ ପିଲାଙ୍କୁ ଅନେକି ତାଗିଦ୍ କରିଦେଲେ ।


ମୁଁ - ଦିଦି କଣ ଏମିତି ଏମାନେ ସବୁ ଗୁରୁ ମାନଙ୍କୁ ମାରୁଥିବେ ଆଉ ଆମେ ଏମିତି ଦେଖି ରହିଯିବୁ ?


ସୋନାଲି ଦିଦି - ଦେଖ୍ ତୁ ଏବେ ଛୋଟ ପିଲା । ତୋର କିଛି ବଳ ନାହିଁ ବଡଲୋକଙ୍କ ସହ ଲଢ଼ିବା ପାଇଁ ।


ତୁ ବଡ଼ ହେଲେ ଲଢ଼ିବୁ । ସେତେବେଳ ଯାଏଁ ନିଜକୁ ଭଲସେ ପ୍ରଶିକ୍ଷଣ କରେ ।


ମୁଁ - ଠିକ୍ ଅଛି ଦିଦି । ଆଉ ମୁଁ ସେଥି ଚୁପ୍ ଚାପ୍ ଠିଆ ହେଇ ରହି ଗଲି।


ଶିବ ର ଚେଲା ମାନେ ତାକୁ ସଙ୍ଗେ ସଙ୍ଗେ ହସପିଟାଲ ନେଇଗଲେ ।



ପୁଣି ଆମ routine ଅନୁସାରେ class ଚାଲିଲା। ପ୍ରଥମ class ଆମ ସୋନାଲି ଦିଦୀଙ୍କର ଥିଲା ।




ସୋନାଲି ଦିଦି ଆମ ଉପସ୍ଥିତି ବହିରେ ଆମ ନାମ ଅନୁସାରେ ପଞ୍ଜୀକୃତ କରିସାରିଲା ପରେ ତାଙ୍କର ବିଷୟ ସାହିତ୍ୟ ପଢ଼େଇବା ଆରମ୍ଭ କରିଲେ ।


Class ସରିଲା ବେଳେ ମତେ କହିଲେ ।

ସୋନାଲି ଦିଦି - ସିପୁନ ଶିକ୍ଷକ ପ୍ରକୋଷ୍ଠ କୁ ଆସି ମତେ ଦେଖା କରେ।

ଆଉ ସୋନାଲି ଦିଦି ଶିକ୍ଷକ ପ୍ରକୋଷ୍ଠ କୁ ଚାଲିଗଲେ ।


ମୁଁ ଦିଦି ଙ୍କର କଥା ଶୁଣି ଟିକେ ଡରିଗଲି । କାଳେ ଆଜିର କାର୍ଯ୍ୟ କଳପ ପାଇଁ କଲେ ଦିଦି ରଗିକରି ମତେ ଦଣ୍ଡ ଦେବେ କି ?


ତଥାପି ମୁଁ ଡରି ଡରି ଶିକ୍ଷକ ପ୍ରକୋଷ୍ଠ ପାଖକୁ ଚାଲିଗଲି।


ମୁଁ - ମୁ ଭିତରକୁ ଆସିବି କି ? ସୋନାଲି ଦିଦି।


ସୋନାଲି ଦିଦି - ହଁ ଆସେ ମୁନା ।




ଦେଖେ ଛବି ସେ ପିଲା ର କେତେ ସାହସ । ଆମର ପାଣି ବାହାରି ଯାଉଥାଏ ଶିବ ରାଉତ ଆଗରେ ଆଉ ଏ ପିଲା ତାକୁ ପଥର ମାରିଦେଲା।

କାବେରୀ ଦିଦି - ସତରେ ପାର । ଛୁଆର ବହୁତ୍ ସାହସ ମାନିବାକୁ ପଡ଼ିବ । ଛୁଆ ହେଲେ ବି ଠିକ୍ କୁ ଠିକ୍ କହୁଛି ଆଉ ଭୁଲ କୁ ଭୁଲ ।


ମୁଁ - ଦିଦି ନମସ୍କାର (କାବେରୀ ଦିଦି)


କାବେରୀ ଦିଦି - ବୁଢ଼ାଟେ ହେଇଥା।


ସୋନାଲି ଦିଦି - ଶୁଣେ ତୁ ଏବେ ଛୋଟ ପିଲା । ଏମିତି ପଥର ମାର ମାରି କରିଲେ ତୋ ନା ରେ ଥାନା ରେ ଏତେଲା ଦାଏର ହେଇଯିବ ଆଉ ତୋ ଜୀବନ ବର୍ବାଦ୍ ହେଇଯିବ ।


ଏମିତି କାମ କେବେବି କରିବୁ ନାହିଁ ।


ମୁଁ - ହେଲେ ଦିଦି ସେ ଯାହା କରିଲେ କଣ ଠିକ୍ କରିଲେ କି ?

ନାହିଁ ନା ।


ବାକି ଏତେ ଜଣ ଥାଇ ବି ସେ ଲୋକ ଆମ ବିନୟ ସାରଙ୍କୁ ମାରୁଥିଲା ହେଲେ କେହି କିଛି କହିଲେ ନାହିଁ ।


ସୋନାଲି ଦିଦି - ସେମାନେ ଖରାପ ପ୍ରକୃତି ର ଲୋକ ଆମେ ହେଲେ ଭଲ ଲୋକ । କୁକୁର କାମୁଡ଼ିଲେ କଣ ଆମେ ତାକୁ କାମୁଡିବା ।


ମୁଁ - ନାହିଁ ଦିଦି କୁକୁର କାମୁଡ଼ିଲେ ତାକୁ ପାଗଳ କହି ମାରିଦିଆନ୍ତି ।


ଆଉ ମୁଁ ସେମିତି ହିଁ କରିବି।


ସୋନାଲି ଦିଦି - ନାହିଁ ସିପୁନ ସେଇଟା ଭଲ ପିଲାଙ୍କ ଲକ୍ଷଣ ନୁହେଁ ।


ତତେ ଭଲ ପିଲା ହେବାକୁ ହେଲେ ସେ ହିଂସା ପ୍ରବୃତ୍ତି ଛାଡ଼ିବାକୁ ହେବ ।


ତାହେଲେ ତୁ ଗୋଟେ ଭଲ ପିଲା ହେବୁ ।



ମୁଁ - ଠିକ୍ ଅଛି ଦିଦି ।



ସୋନାଲି ଦିଦି - ହଉ ଏବେ ତୁ ଯାଆ ।


ଆଉ ମୁଁ ଶିକ୍ଷକ ପ୍ରକୋଷ୍ଠ ରୁ ବାହାରି ଆସି ମୋ ଶ୍ରେଣୀଗୃହ କୁ ପାଲେଇଆସିଲି ।



ମୁଁ ମନେ ମନେ ଶପଥ କରିନେଲI କି ଆଜିଠୁ ମୁ ଯାହା ଭି ହିଂସା କାମ କରିବି ଯାହା କି ଭଲ ବୋଲି ମତେ ଲାଗିବ ତାହା ସମସ୍ତଙ୍କ ନଜରରେ ନା ଆସି ସେ କାମ କରିବି । ଏମିତି ରେ ମତେ କେହି ଆଙ୍ଗୁଳି ଦେଖେଇ ପାରିବେ ନାହିଁ କି ମତେ କେହି କିଛି କହିବେ ନାହିଁ ।




ତା ପରେ ମୋର class କେତେବେଳେ ସରିଲା ଜଣା ପଡ଼ିଲା ନାହିଁ ।


ଆଉ ଆମେ ୪ ଜଣ ଘରକୁ ସାଙ୍ଗ ହେଇ ଫେରିଆସିଲୁ ।


ଘରେ ପହଞ୍ଚି ମୁ ମା କୁ କହିଲି ।



ମୁଁ - ମା ମୁ ଯାଉଛି ଖେଳିବା ପାଇଁ ।



ମା - ଜାମା ବଦଳାଇ ଯାଆ ।


ମୁଁ ମୋ ଜାମା ବଦଳେଇ ଦେଇ ଚାଲି ଗଲି ଶିବ ଘର ପାଖକୁ ।


ମୁଁ ତା ଘର ପଛରେ ପହଞ୍ଚି ଦେଖିଲି କି ଚୁଲି ରେ ପାଉଁଶ ଅଛି ।



ସେ ପାଉଁଶ ମୁ ମୋ ମୁହଁରେ ଲଗେଇ ଦେଇ ଚାଲିଲି ତା ଘର ଭିତରକୁ ।


ତା ଘରେ ପଶି ଦେଖେ ତ ସେ ଏକୁଟିଆ ତା ଖଟ ଉପରେ ଶୋଇଛି ଆଉ ତା ମୁଣ୍ଡ ରେ କପଡା ଗୁଡ଼ ହେଇଛି ।


ମୁଁ ଧିରେ କରି ତା ଉପରେ ବସି ଗଲି ।
ଠିକ୍ ସେତିକି ବେଳେ ତାର ନିଦ ଭାଙ୍ଗି ଗଲା ।

ଶିବ ରାଉତ - କିଏ ତୁ । କଣ ପାଇଁ ଆସିଛୁ । ତୋର କଣ ଦରକାର ।


ମୁଁ - ତୋର ସାହସ କେମିତି ହେଲା ଭଗବାନ ସଦୃଶ ଶିକ୍ଷକଙ୍କୁ ସମସ୍ତଙ୍କ ସାମ୍ନାରେ ବାଡେଇବାକୁ ।


ଏତିକି କହି ମୁ ତାକୁ ଗୋଟେ ଚାପୁଡ଼ା ପକେଇଛି କି ନାହିଁ ସେ ପୁରା ବେହୋଶ।



ମୁଁ ତା ଘର ଭିତରେ ଏପଟ ସେପଟ ଆନେଇଲି । ପାଖରେ ଗୋଟେ ଜଗ ରେ ପାଣି ଥିଲା ଅନି ତା ମୁହଁରେ ଢାଳି ଦେଲି ।


ଶିବ ରାଉତ - ଆଃ ଆଃ ମତେ ଛାଡ଼ିଦିଅ । ମୁଁ ଏମିତି ଆଉ କେବେ କରିବି ନାହିଁ ।


ମୁଁ - ହଁ ନିଜ ଭୁଲ ବୁଝିଗଲୁ ବୋଲି ତତେ ଏବେ ଛାଡ଼ି ଦଉଛି । ଆଉ ଥରେ ଯଦି ଏମିତି କରିବୁ ତା ପରେ ମୋ ହାତ ଆଉ ତୋ ଗାଲ ।

ଏତିକି କହି ତା ଗଲା ରେ ଆଉ ଗୋଟେ ଚାପୁଡ଼ା ମାରି ଦେଲି ଆଉ ସେ ପୁଣି ବେହୋଶ ହେଇଗଲା ।


ଏ ମୌକାଦେଖି ମୁ ତା ଘର ପଛ ଦେଇ ନଦୀ ଆଡକୁ ପଳେଇ ଗଲି ।
 
Last edited:
  • Love
  • Like
Reactions: pkd0507 and Sauravb

Rambo_004

I'm yours , forever
687
2,825
124
ମସ୍ତ୍ ପୁରା
ଧନ୍ୟବାଦ୍ ମିଙ୍କ
 
  • Like
Reactions: pkd0507 and Mink

Sauravb

Victory 💯
8,104
14,284
174
ATI Sundar .....bhala lekucha
 
  • Like
Reactions: Rambo_004
Top