ଭାଗ ୭
ମୁଁ ନଈକୁ ଯାଇ ମୋ ମୁଁହ ହାତ ଧୋଇ ସାଙ୍ଗ ମାନଙ୍କ ସହ ବାଲି ଖେଳ ଖେଳିବାରେ ଲାଗିଲି ।
ଏପଟେ କିଛି ସମୟ ପରେ ଶିବ କୁ ହୋସ ଆସିଗଲା ଆଉ ଭାବିଲା ଓଃ କେତେ ବଡ଼ ଖରାପ ସ୍ବପ୍ନ । ଶଳା ଛୋଟ ପିଲାଟିଏ ମତେ ଏମିତି ମାରିଲା କି ମୁ ବେହୋଶ ହେଇଗଲି ।
ପୁଣି ସେ ତା ଖଟ ଉପରୁ ଉଠି ଆଇନା ସାମ୍ନାରେ ଆସି ତା ବାଳ କୁ ସଜଡ଼ିବାରେ ଲାଗିଲା ।
ହଟାଥ୍ ଦେଖେ ତ ତା ଗାଲ ପୁରା ନାଲି ପଡି ସିଝିଗଲା ପରି ହେଇଛି ଆଉ ପୁଣି ଛୋଟ ଛୋଟ ଆଙ୍ଗୁଳି ଚିହ୍ନ ପଡ଼ିଛି ।
ଏସବୁ ଦେଖି ସେ ଡରିଯାଇ କିଛି ପାଦ ପଛକୁ ଘୁଞ୍ଚି ଗଲା ।
ମନେ ମନେ ଭାବିଲା ଶଳା ଏସବୁ ସ୍ବପ୍ନ ନୁହ ସତ। ହେଲେ ଏମିତି କେମିତି ହେଇପାରେ ଏତେ ଛୋଟ ପିଲା ର ଏତେ ସାହସ ଆଉ ଏତେ ବଳ। ଶିବ ରାଉତ ଘରେ ପଶି ତା ଗାଲରେ ଚିଂହ ଦେଇଗଲା ।
ଆଉ ତାପରେ ତା ଚେଲା ମାନଙ୍କୁ ଡାକ ପକେଇଲା ।
ଶିବ ରାଉତ - ଭୀମ ଅର୍ଜୁନ ଚଗଲା କୁଆଡେ ସବୁ ମାରିଗଲ କି ବେ ।
ଶିବ ଡାକ ଶୁଣି ସବୁ ତା ପାଖକୁ ଦଉଡି ଆସିଲେ
ଶିବ ରାଉତ - ଶଳା ତମ ମାକୁ ଗିହେଁ ।
ଏଠି ଶଳା ମୋ ଘରେ କୋଉ ଗୋଟେ ମା କ୍ଷୀର ଛାଡ଼ିନଥିବା ପିଲା ପଶି ମୋ ହାଲତ ଖରାପ କରାଗଲାଣି ଆଉ ତମେ ସବୁ ଭେଣ୍ଡିଆ ଗୁରା ବସି କଣ ମା ବିଆ ରେ ପଶିଥିଲ ।
ଭୀମ - ଭାଇ ମୁଁ ଖାଇବାକୁ ଯାଇଥିଲି ହେଲେ ସେ ଅର୍ଜୁନ କୁ ଜଗେଇଦେଇ ଯାଇଥିଲି ।
ଅର୍ଜୁନ - ଭାଇ ମୁଁ ଏଠି ଥିଲି ଗଲି ମଝିରେ ଟିକେ ମୂତ ଲାଗିଲା ଯାହା ସେତିକି ସମୟ ପାଲେଇଥିଲି ।ହେଲେ ମୁ ଚଗଲା କୁ ଏଠି ଜଗିବା ପାଇଁ ଛାଡ଼ି ଯାଇଥିଲି ।
ଆଉ ସେଇ ସମୟ ରେ ଚଗଲା ତା ଆଖି କୁ ମକଚି କହିଲା
ଚଗଲା - ଭାଇ ମୁଁ ଏଠି ଏକା ଠିଆ ହେଇଛି ହେଲେ କେହି ତ ଆସିନାହାନ୍ତି ଘରକୁ ।
ଶିବ ରାଉତ - କେହି ଆସିନାହାନ୍ତି ଯଦି ଏସବୁ କଣ (ଶିବ ତା ଗାଲକୁ ଦେଖେଇ କରି କହିଲା )
ଚଗଲା - ଇସ୍ ସି ଭାଇ ତମକୁ କିଏ ଏତେ ଜୋର୍ ରେ ଚାପୁଡ଼ା ମାରିଛି ପୁରା ବାଆଁ ଗାଲ ସିଝିଯାଇଛି ।
ଶିବ ଚଗଲା କଥା ଶୁଣି ରାଗିଯାଇ ତାକୁ ଗୋଟେ ଗୋଇଠା ପକେଇଲା ।
ଶିବ ରାଉତ - ମା ଗିହା ତୁ ଥାଉ ଥାଉ ଗୋଟେ ପିଲା ଆସି ମତେ ମାରି ଦେଇ ପଳେଇଲା ଆଉ ତୁ ପଚାରୁଚୁ କିଏ ଚାପୁଡ଼ା ମାରିଛି ବୋଲି ।
ମତେ ତ ଲାଗୁଛି ଏସବୁ ସେ ବିନୟ ମାଷ୍ଟର ର କାମ ହେଇଥିଵ।
ଚାଲ ରେ ସବୁ ତା ଘରକୁ ଆଜି ତାର ଦିନେ କୁ ମୋର ଦିନେ ।
ଶଳା ସେ ମତେ ଚିହ୍ନି ପାରିଲାନି ଏଯାଏ ।
ତା ପରେ ଶିବ ରାଉତ ତା ଦଳ ଧରି ଚାଲିଲା ବିନୟ ସିରଙ୍କ ଘରକୁ ।
ମୁଁ ନଈ କୂଳରେ ଖେଳିବା କିଛି ସମୟ ହେଇଛି ଦେଖେ ତ ଆମ ବିନୟ ସାର୍ ଧଇଁସଇଁ ହୋଇ ଜୋର୍ ରେ ଦୌଡ଼ୁଛନ୍ତି ଆଉ ତାଙ୍କ ପଛରେ କିଛି ଲୋକ ଠେଙ୍ଗା ବାଡି ଧରି ଗୋଡାଉଛନ୍ତି ।
ଆଉ ଠିକ୍ ତା ପଛରେ ଶିବ ରାଉତ ଖଳନାୟକ ପରି ଚାଲି ଚାଲି ଆସୁଛି ।
ବିନୟ ସାର୍ ଦୌଡ଼ି ଦୌଡ଼ି ତାଙ୍କ ଭାରସାମ୍ୟ ହରେଇ ମୋ ଠୁ କିଛି ଦୂରରେ ଗଳି ପଡିଲେ । ଆଉ ଠିକ୍ ଏତିକି ବେଳେ ସବୁ ଲୋକ ତାକୁ ଘେରି ଗଲେ ।
ଶିବ ଚାଲି ଚାଲି ତାଙ୍କ ପାଖକୁ ଆସିଲା ଆଉ ତାଙ୍କ ଛାତି ଉପରେ ପାଦ ରଖିଦେଲା ।
ଶିବ ରାଉତ - ଶଳା ତତେ ବୋଧେ ତୋ ଜୀବନ କୁ ଜମାରୁ ଭୟ ନାହିଁ । ସେ ଥିପାଇଁ ମୋତେ ବାଡେଇବାକୁ ଛୋଟ ପିଲା କୁ ପଥେଇଥିଲୁ ।
ବିନୟ ସାର୍ ଡରି ଡରି କହିବାକୁ ଲାଗିଲେ
ବିନୟ ସାର୍ - ଦ୍ ଡ୍ ଦ ଦେଖନ୍ତୁ ଶିବ ବାବୁ ମ୍ ମୁଁ କାହାକୁ ବି ପଥେଇନହି । ମ୍ ମୁ ଟ ସ୍କୁଲ ରୁ କିଛି ସମୟ ପୂର୍ବରୁ ଫେରିଛି ଆଉ ମୁଁହ ହାତ ଧୋଇ ଜାମା ବଦଳେଇବାକୁ ବାହାରିଛି କି ଆପଣ ଆସି ମୋତେ ମାରିବା ଆରମ୍ଭ କରିଦେଲେ ।
ଏସବୁ ନାଟକ ଚାଲୁଥିଲା ଆଉ ଧିରେ ଧିରେ ଅନ୍ଧାର ହେବାରେ ଲାଗୁଥିଲା । ଆଉ ସବୁ ଧିରେ ଧିରେ ଘରକୁ ପଳେଇବ ଲାଗିଥିଲେ ନଈ ପଠାରୁ।
ଶିବ ରାଉତ - ତୁ ପଠେଇନୁ ମା ଗିହା ତ କଣ ତୋ ବାଣ୍ଡ ପଠେଇଥିଲା
ଏତିକି କହି ଶିବ ତା ହାତ ଉପରକୁ ଉଠେଇଲା ସାରଙ୍କୁ ଚାପୁଡ଼ା ମାରିବା ପାଇଁ ।
ଆଉ ହଠାତ୍ ଶିବ ଚିଲେଇବାକୁ ଲାଗିଲା ।
ଶିବ ରାଉତ - ଆଃ ଆଃ ମା ଗିହା ଶଳା ମୋ ଆଖି । କୋଉ ଶଳା ମୋ ଆଖିରେ ବାଲି ପୁରେଇ ଦେଲା ।
ଶିବ ରାଉତ ର ଚେଲା ସମସ୍ତେ ଏକ ସାଙ୍ଗରେ - ଭାଇ ଭାଇ କଣ ହେଲା ସବୁ ଠିକ୍ ଅଛି ତ ।
ଆଉ ଠିକ୍ ଏତିକି ବେଳେ ସବୁ ଚେଲା ମାନଙ୍କ ଉପରେ ଠେଙ୍ଗା ମାଡ଼ ପଡ଼ିବାରେ ଲାଗିଲା । ଜାହାଠି ଗୋଟେ ପଡ଼ିଲା ସେ ଗୋଟେ ଚିତ୍କାର ପରେ ଆଉ ମୁଁହ ଖୋଲିପରିଲା ନାହିଁ । ସେ ସେତେବେଳକୁ ବେହୋଶ ହେଇ ପଡ଼ି ଥାଏ ।
ଏମିତି ଖୁବ୍ କମ୍ ସମୟ ରେ ସବୁ ଚେଲା ବେହୋଶ ହେଇ ପଡି ଥାଆନ୍ତି ଆଉ ଶିବ ତା ଆଖି ରୁ ବାଲି କାଢ଼ିବା ପାଇଁ ଏକା ଏକା ପ୍ରୟାସ କରୁଥିଲା ।
ଶିବ ରାଉତ - ଶଳା ସବୁ ମତେ kan ଚାହିଁ ରହିଛ ଯାଆ ପାଣି ଆଣି ଆସ ।
ହେଲେ ସେତେବେଳକୁ ତାକୁ ଆଉ କାହାର ଶବ୍ଦ ଶୁଭିଲା ନାହିଁ ।
ଶିବ ରାଉତ - ସବୁ ଗାଣ୍ଡି ମାରେଇବାକୁ ପଲେଇଲ କି ବେ ।
ଶିବ କୁ କିଛି ଉତ୍ତର ମିଳିଲା ନାହିଁ ।
ମନେ ମନେ ଭାବିଲା ଶଳା ସବୁ ମତେ ଛାଡ଼ି କୁଆଡେ ପଳେଇଲେ ଏ ମାଆ ଗିହା ଦଳ।
ଶିବ ଏସବୁ ଭାବି ଭାଇ ଠିଆ ହେଇ ନଈ ଆଡକୁ ବଢ଼ିବାରେ ଲାଗିଲା ।
ଆଖି ତାର ବନ୍ଦ୍ ଥିବାରୁ ଏକ ଶକ୍ତ ଜିନିଷ ସହ ଗୋଡ଼ ଛନ୍ଦି ହେଇ ସେ ପଡ଼ିଗଲା ।
ଶିବ ରାଉତ - ଶଳା ଏଠି କିଏ ତା ବାଣ୍ଡ କାଟି ପକେଇଛି । ଛେ
ଆଉ ବହୁତ୍ କଷ୍ଟ କରି ନଈ ପାଣିରେ ତା ମୁହଁ ଧୋଇଲା ।
କିଛି ସମୟ ପରେ ତାକୁ ଭଲ ଲାଗିଲା ।
ଭଲ ଲାଗିଲା ସେ ପୁଣି ଯୋଉଠି ସାର୍ ପଡ଼ିଥିଲେ ସେ ଆଡକୁ ଅନେଇଲା । ଅନ୍ଧାର ରେ ତାକୁ ଏତେ ଠିକ୍ ସେ କେହି ଦେଖା ଯାଉ ନ ଥାଏ ।
ସେ ତାର ନୂଆ ଦୁରଭାସ କୁ ବାହାର କରିଲା ଯୋଉଟା ଥିଲା nokia N dual ୨୬ au ସେଥିରେ ଗୋଟେ ସୁବିଧା ଥିଲା ଟର୍ଚ୍ଚ ଜଳେଇବାର।
ସେଥିରେ ସେ ଟର୍ଚ୍ଚ ଜଳେଇ ଦେଖେ ତ ତାର ସବୁ ଚେଲା ବାଲି ରେ ଶୋଇ ପଡିଛନ୍ତି ହେଲେ ବିନୟ ସାର୍ ସେଠି ନାହାନ୍ତି ।
ଶିବ ରାଉତ - ଶଳା ପୁଣି ଥରେ ହାତରୁ ଖସିଗଲା ଶଳା ମାଷ୍ଟର ।
କିଏ ସେ ଥିଲା ଯିଏ ମୋ ଆଖିରେ ବାଲି ପକେଇଲା ଆଉ ଆଉ ଏ ଭେଣ୍ଡିଆ ଭେଣ୍ଡିଆ ଟୋକା ମାନେ ତାର କିଛି କରି ପାରିଲେ ନାହିଁ ।
ଏମିତି କେମିତି ହେଲା ।
ଶିବ ନଈ ପାଣିରୁ ବାହାରକୁ ଆସି ଦେଖେ ତ ସବୁ ଉଃ ଆଃ ହଉଛନ୍ତି।
ଶିବ ରାଉତ - ଭୀମ ଅର୍ଜୁନ ଚଗଲା ଚେମଡ ତମ ଅବସ୍ଥା କିଏ ଏମିତି କରିଲା ।
ଭୀମ - ଭାଇ ଜଣା ନାହିଁ । ତମ ଚିତ୍କାର ଶୁଣି ଯେତେବେଳେ ଆମେ ତମକୁ ଧରିବାକୁ ଗଲୁ କେହି ଜଣେ ଆସି ଆମ ସମସ୍ତଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରି ଆମକୁ ଦରମରା କରିଦେଲା ଆଉ ବିନୟ ସାରଙ୍କୁ ସାଙ୍ଗରେ ନେଇ ଚାଲିଗଲା ।
ଶିବ ରାଉତ - ଶଳା ତମେ ସବୁ ଭେଣ୍ଡିଆ ଟୋକା ତମକୁ ଗୋଟେ ଲୋକ ଆସି ଦରମରା କରି ଚାଲି ଗଲା । ସେ ଲୋକକୁ ତମେ ଦେଖିଛ କି ନାହିଁ ।
ଅର୍ଜୁନ - ଭାଇ ସେ ଲୋକ ଭଳି ତା ଲାଗୁ ନଥିଲା । ସେ ଗୋଟେ ବଙ୍ଗେରା ଭଳିଆ ଲାଗୁ ଥିଲା । ଆଉ ଅନ୍ଧାର ରେ କିଛି ଜଣା ପଡିଲା ନାହିଁ ।
ଶିବ - କଣ ବାଙ୍ଗେରା।
ମନେ ମନେ ଭାବିଲା ଶଳା ସେ ସେଇ ଛୁଆ ନୁହେଁ ଟ ଯିଏ ମୁ ସୋଇଥିଲା ବେଳେ ମତେ ଗୋଟେ ଚାପୁଡ଼ା ରେ ବେହୋଶ କରିଥିଲା ।
ଯଦି ସେଇ ହେଇଥିବ ତା ହେଲେ ମତେ ଜଗି ରଖି ଭାବି ଚିନ୍ତି କାମ କରିବାକୁ ପଡ଼ିବ ।
ଏବେ ବିନୟ ସାରଙ୍କୁ ନଜର ରେ ରଖିବାକୁ ପଡିବ । ତାଙ୍କୁ କିଏ ସେ ବଞ୍ଚୋଉଛି ।
ଶିବ ରାଉତ ସମସ୍ତଙ୍କୁ କହିଲା - ଶଳା ଛି । ଗୋଟେ ବଂଗେରା ଲୋକ ତମ ଭଳିଆ ଲୋକଙ୍କୁ ବାଡେଇ ଦରମରା କରି ପଳେଇଲା ଆଉ ତମେ କିଛି କରିପାରିଲ ନାହିଁ। ଧିକ୍ ଶଳା ତମମାନଙ୍କୁ ।
ହଉ ଏ କଥା ଆମ ଭିତରେ ରହୁ ଆଉ ସେ ବିନୟ ମାଷ୍ଟର ଉପରେ ଖାଲି ନଜର ରଖ । କିଏ ତା ପଛରେ ଅଛି ଆଉ କିଏ ଏତେ ଶକ୍ତିଶାଳୀ ।
ଚାଲ ଏବେ ଘରକୁ ଯିବା ଅନ୍ଧାର ବେଶୀ ହେଇଗଲାଣି ।
[ ବି.ଦ୍ର - ମୋ ଛୋଟ ବେଳେ ଆମ ଗାଁ କୁ ବିଦ୍ୟୁତ୍ ସେବା ଆସିଯାଇଥିଲା ହେଲେ ସନ୍ଧ୍ୟା ସମୟ ରେ ବିଦ୍ୟୁତ୍ କାଟ ବହୁତ୍ ଯାଉଥିଲା । ତା ସହ ୧୦୦ ୱାଟ ର ବଲ୍ ଜଳେ। ଭଲ୍ଟେଜ କମ୍ ଥିବାରୁ ବଲ୍ ମିଞ୍ଜି ମିଞ୍ଜି ହେଇ ଜଳେ । ]
ନଈ ରୁ ବନ୍ଧ ଉପରକୁ ଆସିଲା ପରେ ମୁ ସାରଙ୍କୁ ନେଇ ତାଙ୍କ ଘରେ ଛାଡ଼ିଲି ।
ସେ ସମୟ ରେ ଗାଁ ରେ ବିଦ୍ୟୁତ୍। କାଟ୍ ହେଇଥିଲା
ବିନୟ ସାର୍ - ଧନ୍ୟବାଦ୍ ପିଲା । ତୁ ନ ଥିଲେ ସେ ଶିବ ମତେ ଆଜି ବହୁତ୍ ମରିଥାନ୍ତା। ହେଲେ ତୁ କିଏ ରେ ବାବା ।
ମୁନା - ସାର୍ ଆପଣ ଖାଲି ଏତିକି ଜାଣି ଥାଆନ୍ତୁ ମୁ ଆପଣଙ୍କ ବିଦ୍ୟାଳୟ ର ଜଣେ ଛାତ୍ର ।
ଏତିକି କହି ମୁ ସେଠାରୁ ଦୌଡ଼ି ଗହରକୁ ପାଇଲିଆସିଲି ।
ଯାହା ବିନୟ ସାରଙ୍କୁ ଜଣା ପଡିଲା ନାହିଁ
ବିନୟ ସାର୍ - ବାବା ତୋ ନା ଟା କଣ ।
କିଛି ସମୟ ପରେ ଯେତେବେଳେ କିଛି ଉତ୍ତର ନ ମିଳିଲା ସେ ଟିକେ ଏପଟ ସେପଟ କରି ହାତ ବୁଲେଇି ଦେଖିଲେ ।ହେଲେ ସେଠି କାହାକୁ ପାଇଲେ ନାହିଁ ।
ବିନୟ ସାର୍ - ବୋଧେ ପିଲା ଟା ପଳେଇଗଲା । ହେଲେ ତାକୁ ମୁଁ ଭଲ ସେ କୃତଜ୍ଞତା ଜଣାଇପାରିଲି ନାହିଁ ।
ଭଗବାନଙ୍କ ଅଶେଷ କୃପା । ସେ ପିଲା ରୂପରେ ଆସି ମତେ ବଞ୍ଚେଦେଲେ ।
ଏପଟେ ମୁ ଘରେ ପହଞ୍ଚି ଗୋଡ଼ ହାତ ଧୋଇ ସାରି ମା କୁ ଖାଇବାକୁ ମାଗିଲି ।
ମୁନା - ମା ହେ ମା ମତେ ଖାଇବାକୁ ଦିଅ । ଭାରି ଭୋକ ଲାଗିଲାଣି।
ମା ସେତେବେଳେ ଚୁଲି ରେ କଣ ରୋଷେଇ କାମ କରୁଥିଲେ ।
ଆଉ ମୋ ପାଇଁ ଖାଇବା ବଢ଼ି ଆଣିଲେ ଆଉ ସାଙ୍ଗରେ ଡିବି ଟେ ଆଣିଥିଲେ ( ସେତେବେଳ ଯାଏଁ ବିଦ୍ୟୁତ୍ ଆସିନଥିଲା )
ମୁଁ ଖାଇବା ଖାଇସାରିବା ପରେ ମାନ ନାନୀ କୁ ଡାକି ସାଙ୍ଗ ହେଇ ଗୋଟେ ଡିବି ତଳେ ବସିକରି ପାଠ ପଢ଼ିବାକୁ ଲାଗିଲୁ।
ଏପଟେ ସୋନାଲି ଦିଦିଙ୍କ ଭଡ଼ା ଘରେ
ସୋନାଲି - କାବେରୀ ଆଜି ବିଆ ବହୁତ୍ ଜୋର୍ ରେ ଗଲୁ କରୁଛି ।
କାବେରୀ - ହ ଲୋ ମୋର ବି । ଦେଖୁନୁ କେମିତି ନାଳେଇଛି ।
କାବେରୀ- ଗୋଟେ କଥା ଜାଣିଛୁ କି ନାହିଁ ।
ସୋନାଲି- କଣ
କାବେରୀ - ମୋ ବିଆ ର କଣ୍ଡୁ ମାରିବା ପାଇଁ ଗୋଟେ ବାଣ୍ଡ ଠିକ୍ କରି ଦେଇଛି
ସୋନାଲି- କଣ କହିଲୁ । ହେଲେ ବାହାଘର ଆଗରୁ କେମିତି ଏମିତି ଭାବି ପାରୁଛୁ ।
କାବେରୀ - ସେମିତି ନାହିଁ । ତା ସହ ମୋର ବାହାଘର ଠିକ୍ ହେଇଯାଇଛି ।
ସୋନାଲି- ତାହେଲେ ତୋର ଦୁଃଖ ସରିଲା ହେଲେ ମୁ । ହେଲେ ମୁ ଏକ ଏବେ କଣ କରିବି ଯେ ।
କାବେରୀ - ତୁ ବି ଜଲ୍ଦୀ ବାହା ହେଇଯା । କହିବୁ ଯଦି ତୋ ପାଇଁ ମୁ ବର ଠିକ୍ କରି ଦେବି ।
ସୋନାଲି - ହେଲେ ବାପା ମା ମନିବେ ନାହିଁ ।
କାବେରୀ - ତୁ tension ନେ ନା ।
ଏତିକି କହି ଛବି ସୋନାଲି ର ଓଠ କୁ ଚୁସିବାକୁ ଲାଗିଲା
ଦୁଇ ଜଣ ସେମାନଙ୍କ ରାସଲୀଳା ରେ ବ୍ୟସ୍ଥ ଥିବା ବେଳେ ହଠାତ୍ ଖଡ୍ କି ଶବ୍ଦ ହେଲା । ଆଉ ଦୁଇ ଜଣ ଡରିଯାଇ ପରସ୍ପର ଠାରୁ ଅଲଗା ହେଇ ଜଲ୍ଦୀ ଜଲ୍ଦୀ ତାଙ୍କ ଜାମା ପିନ୍ଧିବାକୁ ଲାଗିଲେ ।
ଆଉ ଠିକ୍ ସେତିକି ବେଳେ କବାଟ ପାଖରେ ଧଦୁମ୍ କି ଶବ୍ଦ ହେଲା ।
ଦୁଇ ଜଣ ଶବ୍ଦ ଶୁଣି କବାଟ ଆଡେ ଅନେଇଲେ ।
ହେଲେ ସେ ସମୟ ରେ ଝରକା ପାଖରେ ଗୋଟେ ଛାଇ ଟେ ଗଲା ପରି ଅନୁଭୂତି ହେଲା ଦୁଇ ଜଣକୁ ।
ଆଉ ଠିକ୍ ସେତିକି ବେଳେ କୁକୁର ଜୋର୍ ରେ ଭୁକିବାରେ ଲାଗିଲା ଘରର କବାଟ ପାଖାପାଖି ।
ଦୁଇ ଜଣ ଯାକ ପୁରା ପୁରି ଡରିଗଲି ।
ଆଜି ପାଇଁ ଏତିକି ।
କିଏ ହେଇ ଥାଇ ପାରେ । ସେ କଣ ସୋନାଲି କାବେରୀ ର ରାସଲୀଳା କୁ ଭଲସେ ଦେଖି ପାରିଥିଲା । ସେ ଏବେ କଣ କରିପାରେ ଆଗକୁ ।
କାବେରୀ ଆଉ ସୋନାଲି କଣ କରିବେ । କାଳେ ପୁଣି କେହି ଦୁଇ ଜଣକୁ blackmail କରିବାକୁ ଚାହିଁବ କି ??
ସାଙ୍ଗମାନେ ପସନ୍ଦ ଆସିଲେ like କରିବେ। ଭଲ ଲାଗିଲେ share କରିବେ । ଆଉ କିଛି ଉନ୍ନତ ଭାବରେ ପରିପ୍ରକାଶ କରିବା ପାଇଁ ଟିପ୍ପଣୀ ଦେବାକୁ ଚାହିଁଲେ comment କରି ଜଣେଇବେ ।
ଧନ୍ୟବାଦ୍